Showing posts with the label ଓଡ଼ିଆShow all

ଧନତେରସ ଆୟୁର୍ବେଦ ର ଦେବୀଙ୍କ ପର୍ବ ଭାବରେ ପରିଚିତ କିନ୍ତୁ କିଛି ବର୍ଷ ଭିତରେ ଏହା ଦେଶର ଏକ ବଡ଼ ପର୍ବ ଭାବରେ ଉଭା ହୋଇଛି ।ଏହାକୁ ସୁନା ଗହଣା ର ବ୍ୟବସାୟୀ ମାନେ ବଡ଼ ଧରଣର ପାଳନ କରିଥାନ୍ତି । ଏହି ଦିନରେ ସୁନା କିଣିଲେ ଘରକୁ ମା' ଲକ୍ଷ୍ମୀ ଆସନ୍ତି ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି । ସାରା ଦେଶ ରେ ଏହିଦିନକୁ ମା&…

ବ୍ୟାଙ୍କ କର୍ମଚାରୀଙ୍କ ବେତନରେ ୧୫% ବୃଦ୍ଧି ପାଇଁ ନିଷ୍ପତ୍ତି ବ୍ୟାଙ୍କ ସଂଘ ଓ ଭାରତୀୟ ବ୍ୟାଂକଗୁଡିକର ସଂଘ (ଆଇବିଏ) ମଧ୍ୟରେ ବେତନ ବୁଝାମଣାକୁ ନେଇ ବୁଝାମଣା ହୋଇଛି ।ବ୍ୟାଙ୍କ କର୍ମଚାରୀଙ୍କ ବେତନରେ ୧୫% ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି ।ଏଥିପାଇଁ ବ୍ୟାଙ୍କଗୁଡିକର ବେତନ ଜନିତ ବ୍ୟୟ ୭୯୦୦ କୋଟି ଟଙ୍କା ବୃଦ୍ଧି ପାଇବ । ସେ…

ଅନ୍ଧାରରେ ଚମକୁଥିବା ବଡି ପେଣ୍ଟିଂ

ଜନ ପପଲଟନ ଜଣେ ଚିତ୍ରକର ସହ ଫୋଟଗ୍ରାଫର ମଧ୍ୟ ।ଦୀର୍ଘ ୨୦ ବର୍ଷ ହେବ ସେ ୱେଡିଙ୍ଗ ଓ ପୋଟ୍ରେଟ ଫୋଟୋଗ୍ରାଫି କରିଛନ୍ତି । ସେ ସବୁବେଳେ ଚାହୁଁଥିଲେ ତାଙ୍କ ପେଣ୍ଟିଂ ଜୀବନ୍ତ ଲାଗୁ ।ତେବେ ଦିନେ ଏହାକୁ ବାସ୍ତବ କରିବାର ଏକ ଉପାୟ ତାଙ୍କୁ ଜୁଟିଥିଲା ।              Photo by Timothy Dykes on Unsplash ସେ ଅନ୍ଧକାର ଷ୍ଟୁ…

ଚକଲେଟ୍ ର ଯାଦୁଗର

ଏଇ ଦୁନିଆରେ ପ୍ରତିଭାର କିଛି ଅଭାବ ନାହିଁ ।ଜଣେ ଜଣେ ବ୍ୟକ୍ତି ଏଭଳି ପ୍ରତିଭା ଶାଳୀ ହୋଇଥାନ୍ତି ଲାଗେ ଯେପରି ତାଙ୍କ ପରି ଆଉ ଦୁନିଆରେ ଦ୍ୱିତୀୟ କେହି ନଥିବେ । ସେମିତି ଜଣେ ପ୍ରତିଭା ହେଉଛନ୍ତି ଆମୈରି ଗୁଇଚୋନ୍ । ପେସାରେ ସେ ଜଣେ ସେଫ୍ ।              Photo by Jason Leung on Unsplash ସେ ଚକଲେଟ୍ ରେ ଏମିତିସବୁ ବ…

ମଡେଲ୍ ଭାଲୁ

ମୋଟା ପତଳା ଠାରୁ ଆରମ୍ଭକରି କଳା, ଗୋରା ଏମିତି କି ଅଜବ ମଡେଲ୍ ଦେଖିବାକୁ ମିଳେ ବା ଶୁଣିବାକୁ ମିଳିଥାଏ ।କିନ୍ତୁ ଏବେ ପ୍ରାଣୀମାନେ ବି ମଡେଲିଂ କଲେଣି ।ନିକଟରେ ଏବେ ଏକ ବିରାଟ ଭାଲୁ ମଡେଲ୍ ର ଫୋଟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛି ।ଏହି ମଡେଲ୍ ଭାଲୁର ନା ହେଉଛି ଷ୍ଟେପାନ୍ ।             Photo by Dan Bolton on U…

ବର୍ତ୍ତମାନର କରୋନା ମହାମାରୀ ସମୟରେ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆଉ ଏକ ଉତ୍ତମ ଚେଷ୍ଟା କରାଯାଇଛି ।ତାହା ହେଲା ଯୋଗାଯୋଗହୀନ ଦେୟ । ଏହାକୁ ଦେଶର ଦୁଇ ପ୍ରମୁଖ ସଂସ୍ଥା ଯଥା ଟାଇଟାନ୍ କଂପାନି ଲିମିଟେଡ଼ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପରସ୍ପର ସହ ହାତ ମିଳାଇଛନ୍ତି ।  ଏସବିଆଇ ୟୋନୋର ଶକ୍ତିକୁ ବ୍ୟବହାର କରି ଟାଇଟାନ୍ ପ…

ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ର

ଅଖରୋଟ୍ କମ୍ କରେ କୋଲେଷ୍ଟରଲ୍ : ବୈଜ୍ଞାନୀକଙ୍କ କହିବାନୁଯାୟୀ, ବିଭିନ୍ନ ପ୍ରକାର ଶୁଖିଲା ଖାଦ୍ୟ ମଧ୍ୟରୁ ଅଖରୋଟ୍ ସବୁଠାରୁ ସ୍ୱାସ୍ଥ୍ୟକର । ଅଖରୋଟ୍ ରେ ରହିଥାଏ ପ୍ରାଚୁର ପରିମାଣରେ ଆଣ୍ଟି- ଅକ୍ସୀଡାଣ୍ଟ ।                        Photo by National Cancer Institute on Unsplash ଦିନକୁ ପ୍ରାୟ ଅତିକମ୍ ରେ ସାତଟ…

ଭାରତୀୟ ରିଜର୍ଭ ବ୍ୟାଙ୍କର ପରିସୀମାକୁ ଆସିବ ସମବାୟ ବ୍ୟାଙ୍କ

ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କର ପରିସୀମା ମଧ୍ୟକୁ ସମବାୟ ବ୍ୟାଙ୍କଗୁଡିକ ଆଣିବା ପାଇଁ ବ୍ୟାଙ୍କିଙ୍ଗ ନିୟମରେ ଯେଉଁ ସଂଶୋଧନ କରାଯାଇଛି ତାହା ସଂସଦରେ ଗୃହିତ ହୋଇଛି ।ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ହିତ ସାଧନ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ସଂଶୋଧନ କରାଯାଇଥିଲା । ପିଏମସି ବ୍ୟାଙ୍କର ଜାଲିଆତି ଲୋକ…

ଗଡ଼ିଲା କ୍ଲୋନ୍ ଟ୍ରେନ୍

ନୂଆ ଦିଲ୍ଲୀରେ ଚାଲିଲା ନୂଆ ଏକ ଟ୍ରେନ୍ କ୍ଲୋନ୍ ଟ୍ରେନ୍ । ରୁଟ  ରେ ଅଧିକ ଭିଡ ରହିଥିବା ଯୋଗୁଁ ୪୦ଟି କ୍ଲୋନ୍ ଟ୍ରେନ୍  ଚଳାଇବା ପାଇଁ ନିଷ୍ପତ୍ତି ନେଲେ ଭାରତୀୟ ରେଳ ବାହି । ସେପ୍ଟେମ୍ବର ମାସ ୨୧ରୁ ଚାଲିବା ଆରମ୍ବ ହେଲା କ୍ଲୋନ୍ ଟ୍ରେନ୍ ଓ ଏଥିପାଇଁ ବୁକିଂ ୧୯ ତାରିଖରୁ ଆରମ୍ଭ ହୋଇଯାଇଛି ।ଏହି ଟ୍ରେନରେ ଯାତ୍ରା କରିବାକୁ ହ…

ଆଜିକାଲିର ଫ୍ୟାଶନ୍ ଉପରେ ଯୁବତୀମାଙ୍କର ବେଶ ଧ୍ୟାନ ରହିଛି ।ଯେମିତି ଏବେ ମ୍ୟାକ୍ସି ଡ୍ରେସକୁ ନେଇ ଯୁବତୀମାନେ ବହୁତ ପସନ୍ଦ କରୁଛନ୍ତି । ଏହା କମ୍ଫଟେବୁଲ ହେବା ସହ ଷ୍ଟାଇଲ ଲୁକ ମଧ୍ୟ ଦେଇଥାଏ।  କିନ୍ତୁ କମ୍ ଉଚ୍ଚତା ଥିବା ଯୁବତୀମାନେ ପିନ୍ଧିବା ପୂର୍ବରୁ କିଛି କଥା ଉପରେ ଧ୍ୟାନ ଦେବା ଜରୁରୀ ଥାଏ ।ନଚେତ ଲୁକ ଖରାପ ହେବା ସହ…

କାଗଜରେ ବର୍ଣ୍ଣିତ ଥ୍ରୀଡ଼ି ଆର୍ଟ

ଅନେକ ପ୍ରକାର ଆର୍ଟ ବିଷୟରେ ଜାଣିଥିବା କିନ୍ତୁ କାଗଜ ତିଆରି ଥ୍ରୀଡ଼ି ଆର୍ଟ ଟିକେ ଭିର୍ନ ବା ନିଆରା ଅଟେ । ଇଲୁ ଷ୍ଟ୍ରେଟରଲିସା ଲୟଡ଼ ଜଣେ ଲଣ୍ଡନ ଡିଜାଇନର, ଓ ଆନିମେଟର । ସେ କାଗଜରେ ତିଆରି କରିଛନ୍ତି ଅନେକ ଥ୍ରୀଡ଼ି ଆର୍ଟ । ବିଭିନ୍ନ ପ୍ରକାରର ରଙ୍ଗୀନ କାଗଜକୁ କାଟି ତିଆରି କରିନ୍ତି ରଙ୍ଗୀନ ଚଢେଇ ,ପ୍ରଜାପତି ତଥା ବହୁରୂପ…

ଆସନ୍ତୁ ଜାଣିବା ମଳମାସର ମହତ୍ତ୍ୱ

ହିନ୍ଦୁ ମାସର କ୍ୟାଲେଣ୍ଡେର ଅନୁଯାଇ ପ୍ରତି ୩ ବର୍ଷ ରେ ମଳମାସ ଆସିଥାଏ ।ଯାହାକୁ ଅଧିମାସ ବା ପୁରୁଷୋତ୍ତମ ମାସ ବୋଲି କୁହାଯାଏ । ଚଳିତବର୍ଷ ଶୁକ୍ରବାର ସେପ୍ଟେମ୍ବର ୧୮  ତାରିଖରୁ ମଳମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ଦିନଟି ପ୍ରତିପଦ ତିଥିରେ ପଡୁଛି ।  ଯାହା ଫଳରେ ଚନ୍ଦ୍ର ଓ ସୂର୍ଯ୍ୟ ଉଭୟ କନ୍ୟା ରା…

୮ ବର୍ଷ ବୟସରେ ଶୁଭମ୍ ରାଓଙ୍କର ଭାଗବତ ଗୀତା

ଶୁଭମ ରାଓଙ୍କ ବୟସ ମାତ୍ର ୮ ବର୍ଷ । ଶୁଭମଙ୍କର ଘର ହେଉଛି ବ୍ରହ୍ମପୁର କୁଠାରୀ ମନ୍ଦିର ଲେନ୍ ।ଓ ସେ ବେଙ୍ଗାଲୁର ସ୍ଥିତ ବସିଲ ଉଡ଼ ଇଣ୍ଟରନ୍ୟାସନାଲ ସ୍କୁଲର ତୃତୀୟ ଶ୍ରେଣୀରେ ପଢ଼ନ୍ତି ।ଶୁଭମଙ୍କର ପିଲାଟିବେଳୁ ପବିତ୍ର ଭାଗବତ ଗୀତା ବହି ପ୍ରତି ମନରେ ଭକ୍ତି ଓ ଧ୍ୟାନ ରହିଅଛି । ଓ ଏଥିପାଇଁ ତାଙ୍କ ପିତାମାତା ମଧ୍ୟ ତାଙ୍କୁ ପ୍…

ବିଶ୍ୱପ୍ରସିଦ୍ଧ ଗାଁ

ଦୁନିଆରେ ଏପରି କିଛି ରୋଚକପୂର୍ଣ କଥା ରହିଛି ଯାହା ଆମେ କେବେ ଜାଣି ନଥିବା ବା ଆମକୁ ଅଜଣା । ଏମିତି କିଛି ଗାଁ ରହିଛି ଯାହା ସୌନ୍ଦର୍ଯ୍ୟ ପାଇଁତ ଆଉ କେଉଁଠି ସ୍ୱଚ୍ଛତା ପାଇଁ ପରିଚିତ ।                                                  Photo by axell dotcom on Unsplash କିନ୍ତୁ ଆଜି ଏମିତି ଏକ ଗାଁ ବିଷୟରେ …

ଛତୁ ଏମିତି ଯିଏ ଆଲୋକ ପ୍ରଦାନ କରେ

ସାଧାରଣତଃ ଆମେ ବହୁତ ପ୍ରକାରର ଛତୁ ଦେଖିଥାଉ ଓ ଶୁଣି ମଧ୍ୟ ଥାଉ ।କିନ୍ତୁ ଆଲୋକ ପ୍ରଦାନ କରୁଥିବା ଛତୁ ଶୁଣିବା ଟିକେ ଅବିଶ୍ଵସଣୀୟ ।କିନ୍ତୁ ଅବିଶ୍ଵସଣୀୟ ହେଲେବି ଏହା ସତ୍ୟ ଅଟେ ।                                                      Photo by Mathew Schwartz on Unsplash ନିକଟରେ ଏହି ଆଲୋକ ପ୍ରଦାନ କରୁଥି…

ସବୁଠାରୁ ଛୋଟ ଦ୍ବୀପ

ଦୁନିଆରେ ଏପରି ଏମିତି ଦେଶ ରହିଛି ଯାହା ଛୋଟ ବଡ଼ ଦ୍ବୀପ ସହିତ ମିଶିଯାଇଛି । ଏପରିତ ଦେଖିବାକୁ ଗଲେ ଇଣ୍ଡୋନେସିଆ ଦୁନିଆର ସବୁଠାରୁ ବଡ଼ ଦ୍ବୀପର ଦେଶ ।ମାତ୍ର ଦୁନିଆର ସବୁଠାରୁ ଛୋଟ ଦ୍ବୀପ ଦେଶର ନାମ ମହାସାଗରରେ ସ୍ଥିତ ନାଉରୁ ।                                      Photo by Marijana Petrovic on Unsplash ଦ୍ବୀ…

ଜର୍ମାନୀର ପୂର୍ବ ପ୍ରାନ୍ତରେ ରହିଛି ପାଞ୍ଚ ମହଲା ବିଶିଷ୍ଟ ନୀଳ ରଙ୍ଗର ଘରଟିଏ, ଯାହାକି ଗୀତ ଗାଏ ।ଏହି ଘରଟିକୁ ଦେଖିବା ପାଇଁ ଆସିଥାନ୍ତି  ବହୁ ଦୂରରୁ  ପର୍ଯ୍ୟଟକମାନେ । ଏହାର ଆକର୍ଷଣୀୟ ଦୃଶ୍ୟ ଦେଖିବା ପାଇଁ । ଏହି ଘରର ଚତୁଃପାର୍ଶ୍ଵରେ ଲାଗିରହିଛି ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର । ଏହି ଘରର ବିଶେଷତ୍ୱ ହେଲା ବର୍ଷା ଦି…

ଦୁନିଆରେ ଲକ୍ଷ ଲକ୍ଷ ଓ କୋଟି କୋଟି ଟଙ୍କାର ପେଣ୍ଟିଂ ବିକ୍ରି ହେବାର ଆମେ ସମସ୍ତେ ଶୁଣିଥିବା କିନ୍ତୁ କୌଣସି ମୂର୍ତ୍ତି ଅଧିକ ଦାମରେ ବିକ୍ରି ହେବାର ଜାଣିନଥିବେ କି ଶୁଣିମଧ୍ୟ ନଥିବେ । ଆସନ୍ତୁ ଜାଣିବା ସେମିତି କିଛି କଥା : ପେଏଣ୍ଟିଂ ମ୍ୟାନ୍ : ଆଙ୍ଗୁଠି ନିର୍ଦ୍ଦେଶୀତ କରୁଥିବା 'ଏଲ' ହୋମେ ଆଉ ଡୋଇଟ୍' ବା &#…

ଅଲୌକିକ ଗୁମ୍ଫା ମେଲିସାନି

ସମଗ୍ର ବିଶ୍ବରେ ଅନେକ ଅବିଶ୍ୱାସନିୟ ସ୍ଥଳୀକୁ ନିଜ କୋଳରେ ଜାବୁଡ଼ିଧରିଛି ପ୍ରକୃତି । ତନ୍ମଧ୍ୟରୁ ମେଳିସାନି ଗୁମ୍ଫା ଅନ୍ୟତମ ଅଟେ । ଗ୍ରୀସର କେଫାଳିନିଆ ଦ୍ବୀପର ପୂର୍ବତଟରେ ସାମି ନାମକ ଛୋଟ ଏକ ସହରଠାରୁ ହାରାହାରି ୫ କି.ମି ଦୁରରେ ଏହା ଅବସ୍ଥିତ ।                                                                …

ଆପଣଙ୍କ ତ୍ୱଚାରେ ଭାଙ୍ଗ ପଡୁଛି କି ? ତେବେ ପଢନ୍ତୁ ଏହି ବିଷୟଟିକୁ

ବୟସ ହେବା ସଙ୍ଗେ ସଙ୍ଗେ ମହିଳାମାନଙ୍କୁ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ଯେପରିକି ତ୍ୱଚାରୁ ଚମକ ଚାଲିଯିବା ତ୍ୱଚାରେ ଭାଙ୍ଗ ପଡିଯିବା ଇତ୍ୟାଦି ମହିଳାମାନଙ୍କୁ ୩୦ ବୟସ ହେବାପରେ ସେମାନଙ୍କର ମୁଖ୍ୟ ସମସ୍ୟା ହେଉଛି ତ୍ୱଚାରେ ଭାଙ୍ଗ ପଡିବା । ସେଥିପାଇଁ ମହିଳାମାନେ ନାମିଦାମୀ କମ୍ପାନୀର କ୍ରିମ କିମ୍ବା ବ୍ୟୁଟି ପାର୍ଲର…