ଫ୍ୟାଶନ୍ ଟିପସ୍ :ମ୍ୟାକ୍ସି ଡ୍ରେସ
ଆଜିକାଲିର ଫ୍ୟାଶନ୍ ଉପରେ ଯୁବତୀମାଙ୍କର ବେଶ ଧ୍ୟାନ ରହିଛି ।ଯେମିତି ଏବେ ମ୍ୟାକ୍ସି ଡ୍ରେସକୁ ନେଇ ଯୁବତୀମାନେ ବହୁତ ପସନ୍ଦ କରୁଛନ୍ତି ।ଏହା କମ୍ଫଟେବୁଲ ହେବା ସହ ଷ୍ଟାଇଲ ଲୁକ ମଧ୍ୟ ଦେଇଥାଏ।
କିନ୍ତୁ କମ୍ ଉଚ୍ଚତା ଥିବା ଯୁବତୀମାନେ ପିନ୍ଧିବା ପୂର୍ବରୁ କିଛି କଥା ଉପରେ ଧ୍ୟାନ ଦେବା ଜରୁରୀ ଥାଏ ।ନଚେତ ଲୁକ ଖରାପ ହେବା ସହିତ ଆପଣ ଅଧିକ ମୋଟା ଦେଖାଯିବେ ।
ବେଲ୍ଟ ସହିତ ପେୟର କରନ୍ତୁ ମ୍ୟାକ୍ସି - ବେଲ୍ଟ ସହିତ ମ୍ୟାକ୍ସି ପିନ୍ଧିବା ଦ୍ବାରା ଆପଣ ଟଲ ଲୁକ ଦେଖାଯିବ ସହିତ ଷ୍ଟାଇଲିଶ ମଧ୍ୟ ଦେଖାଯିବେ ।
ଓ ଏହା ଶରୀରର ସମାନଭାବରେ ଡିଭାଇଡ଼ ହୋଇ ଲେୟର ବଡି ପାର୍ଟକୁ ଲେନ୍ଥ ମିଳିବ ।
ଅଧିକ ଭଲ୍ୟୁମ ଡ୍ରେସ ବା ଅଧିକ ଢିଲା ମ୍ୟାକ୍ସି ଡ୍ରେସ ଠାରୁ ଦୂରେଇ ରୁହନ୍ତୁ - ଆପଣ ଯଦି ମ୍ୟାକ୍ସି ଡ୍ରେସ ବାଛୁ ଛନ୍ତି ତେବେ ତାହା ଅଧିକ ଢିଲା କିମ୍ବା ଅଡିକ ଭଲ୍ୟୁମ ଡ୍ରେସ ବାଛନ୍ତୁ ନାହିଁ ।
କାରଣ ଏହିପରି ଡ୍ରେସ ପିନ୍ଧିବା ଦ୍ବାରା ଆପଣ ଅଧିକ ମୋଟ ଓ କାମ ଉଚ୍ଚତା ଦେଖାଯିବେ । ସ୍ଲିମ ଫିଟ ମ୍ୟାକ୍ସି ଡ୍ରେସ କାମ ଉଚ୍ଚତା ଥିବା ଯୁବତୀଙ୍କ ପାଇଁ ପ୍ରଫେକ୍ଟ ହୋଇଥାଏ ।ଓ ସେଥିରେ ଆପଣ ଡେଙ୍ଗା ଦେଖା ଯାଇଥାନ୍ତି ।
ମନୋକ୍ରମ ମ୍ୟାକ୍ସି ଡ୍ରେସ - ଯଦି ଆପଣ ମନୋକ୍ରମ ମ୍ୟାକ୍ସି ଡ୍ରେସ ପିନ୍ଧୁଛନ୍ତି ତେବେ ସିଙ୍ଗଲ କଲର ବା ଡ଼ାର୍କ କଲର ଡ୍ରେସ ପିଣ୍ଡନ୍ତୁ ।ଯାହାଦ୍ୱାରା ଶରୀରକୁ ଏକ ସିଙ୍ଗଲ ଫ୍ରେମ ଲୁକ ମିଳିଥାଏ ଓ ଆପଣ ଡେଙ୍ଗା ଦେଖା ଯାଇଥାନ୍ତି ।
ବ୍ଲାକ,ଗ୍ରୀନ, ରୟାଲ ବ୍ଲୁ ,ଓ ରେଡ଼ ପରି ଡ଼ାର୍କକଲର ଡ୍ରେସ ବେଷ୍ଟ ହୋଇଥାଏ ।
ସ୍ଲିଟ ୱଲା ମ୍ୟାକ୍ସି ଡ୍ରେସ - ସ୍ଲିଟ ୱଲା ମ୍ୟାକ୍ସି ଡ୍ରେସ ବେଷ୍ଟ ଲୁକ ଦେଇଥାଏ । ଏହା ଦ୍ଵାରା ଆପଣଙ୍କ ଗୋଡ଼କୁ ଏକ ଫ୍ରେମ ମିଳେ ଓ ତାହା ଲମ୍ବା ମଧ୍ୟ ଦେଖାଯାଏ । ସ୍ଲିଟର ଲମ୍ବା ନିଜ ମୁତାବକ ବାଛନ୍ତୁ ଓ ଷ୍ଟାଇଲ ଲୁକ ପାଆନ୍ତୁ ।
ଷ୍ଟ୍ରାଇପ ଓ ପ୍ରିଣ୍ଟ - ହାଇଟ କାମ ଥିଲେ ଡେଙ୍ଗା ଦେଖାଯିବ ପାଇଁ ଭର୍ଟିକାଲ ଷ୍ଟ୍ରାଇପ ମ୍ୟାକ୍ସି ପିନ୍ଧନ୍ତୁ ।ଓ ପ୍ରଫେକ୍ଟ ଲୁକ ପାଆନ୍ତୁ ।ଯଦି ପ୍ରିଣ୍ଟେଡ଼ ମ୍ୟାକ୍ସି ପିନ୍ଧିବାକୁ ବା କିଣିବାକୁ ଚାହୁଁଛନ୍ତି ତେବେ ଛୋଟ ପ୍ରିଣ୍ଟ୍ ର ମ୍ୟାକ୍ସି ଡ୍ରେସ କିଣନ୍ତୁ । ବଡ଼ ପ୍ରିଣ୍ଟ ପିନ୍ଧିଲେ କାମ ହାଇଟ ଲାଗିବ ସହ ପ୍ରଫେକ୍ଟ ଲୁକ ମିଳିବ ନାହିଁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments