ଦୁନିଆରେ ଏପରି କିଛି ରୋଚକପୂର୍ଣ କଥା ରହିଛି ଯାହା ଆମେ କେବେ ଜାଣି ନଥିବା ବା ଆମକୁ ଅଜଣା । ଏମିତି କିଛି ଗାଁ ରହିଛି ଯାହା ସୌନ୍ଦର୍ଯ୍ୟ ପାଇଁତ ଆଉ କେଉଁଠି ସ୍ୱଚ୍ଛତା ପାଇଁ ପରିଚିତ ।

                    

                           Photo by axell dotcom on Unsplash

କିନ୍ତୁ ଆଜି ଏମିତି ଏକ ଗାଁ ବିଷୟରେ ଜାଣିବା ଯାହା ସେମାନଙ୍କର ଏକ ସ୍ୱତନ୍ତ୍ର କାରଣ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ।

ନେପାଳର ଏକ ଗ୍ରାମର ନାମ ହେଉଛି ' ଏକ କିଡନୀ ୱଲ ଗ୍ରାମ' । ଏହି ଗ୍ରାମର ପ୍ରତେକ ବ୍ୟକ୍ତି କିଡନୀର ସାହାଯ୍ୟରେ ବଞ୍ଚତି ।
ଏଠିକାର ଲୋକମାନେ ଗୋଟେ କିଡନି ସାହାଯ୍ୟରେ ବଞ୍ଚିଥାନ୍ତି ଓ ଆଉ ଗୋଟେ କିଡ୍ନୀ ବିକ୍ରି କରିଥାନ୍ତି । 

ସେମାନେ କହିଛନ୍ତିଯେ ,କିଛି ଦୁର୍ବୃତ୍ତମାନେ ତାଙ୍କୁ ଟଙ୍କା ଦେଇ କିଡ୍ନୀ ବିକିବା ପାଇଁ ଆକର୍ଷିତ କରିଥିଲେ ଏବଂ କିଡ୍ନୀ ପୁଣି ବଢିବ ବୋଲି କହିଥିଲେ ।ଏହି କାରଣରୁ ଏହି ଗାଁର ନାମ ଏପରି ରହିଛି ।

ସେହିପରି ଆଉ ଏକ ଗାଁ ନେଦରଲ୍ୟାଣ୍ଡ ଗିର୍ଥନ ଗାଁ ,ଏହାର ସୌନ୍ଦର୍ଯ୍ୟ ତଥା ଅଜବ କାରଣ ପାଇଁ ଜଣାଶୁଣା ।
ବାସ୍ତବରେ ଏହି ଗ୍ରାମରେ କୌଣସିବି  ରାସ୍ତା ନାହିଁ । ତେଣୁ ଏହି କାରଣରୁ ଏହି ଗାଁରେ ଗୋଟେବି କାର, ସାଇକେଲ କିମ୍ବା ମୋଟରସାଇକେଲ ନାହିଁ ଓ ଦେଖିବାକୁ ମିଳେ ନାହିଁ ।

କାରଣ ଏହି ଗାଁ ଜଳ ଉପରେ ଅବସ୍ଥିତ ।ଏବଂ ଏହି ଗାଁର ଲୋକମାନେ କୌଣସିବି ସ୍ଥାନକୁ ଯିବା ପାଇଁ ଡଙ୍ଗାର ବ୍ୟବହାର କରନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ