ଅନ୍ଧାରରେ ଚମକୁଥିବା ବଡି ପେଣ୍ଟିଂ
ଜନ ପପଲଟନ ଜଣେ ଚିତ୍ରକର ସହ ଫୋଟଗ୍ରାଫର ମଧ୍ୟ ।ଦୀର୍ଘ ୨୦ ବର୍ଷ ହେବ ସେ ୱେଡିଙ୍ଗ ଓ ପୋଟ୍ରେଟ ଫୋଟୋଗ୍ରାଫି କରିଛନ୍ତି । ସେ ସବୁବେଳେ ଚାହୁଁଥିଲେ ତାଙ୍କ ପେଣ୍ଟିଂ ଜୀବନ୍ତ ଲାଗୁ ।ତେବେ ଦିନେ ଏହାକୁ ବାସ୍ତବ କରିବାର ଏକ ଉପାୟ ତାଙ୍କୁ ଜୁଟିଥିଲା ।
Photo by Timothy Dykes on Unsplash
ସେ ଅନ୍ଧକାର ଷ୍ଟୁଡିଓରେ ଜଣେ ମହିଳାଙ୍କ ଶରୀରରେ ୟୁଭି ପେଣ୍ଟରେ ପେଣ୍ଟ କରି ଫୋଟ ଉଠାଇଥିଲେ ।ଆଉ ବ୍ଲାକ ଲାଇଟ ରେ ସେହି ପେଣ୍ଟିଂରୁ ଚମକ ବାହାରିଥିଲା ।
ଏବଂ ଫୋଟ ଗୁଡିକ ଅତ୍ୟନ୍ତ ଜୀବନ୍ତ ଓ ଆକର୍ଷଣ ଲାଗୁଥିଲା ।ଏହାକୁ ଶରୀରରେ ପେଣ୍ଟିଂ କରିବା ପାଇଁ ତାଙ୍କୁ ୩ଘଣ୍ଟାରୁ ଉର୍ଦ୍ଧ ସମୟ ଲାଗୁଥିଲା ।
ଆଫ୍ରିକାର ସାଭାନ୍ନାରୁ ଆରମ୍ଭ କରି ଭୟଙ୍କର ବିଜୁଳିର ପେଣ୍ଟିଂ ସେ ଶରୀରରେ କରିଛନ୍ତି ।କିନ୍ତୁ ତାଙ୍କୁ ଲାଗେ ନାରୀର ଶରୀରରେ ଏହି ପେଣ୍ଟିଂ କଲେ ତାହା ବେଶ ବାସ୍ତବ ଲାଗିଥାଏ ।
Photo by Adam Fossier on Unsplash
ତେଣୁ ତାଙ୍କର ଅଧିକାଂଶ ପେଣ୍ଟିଂ ସେ ମହିଳାଙ୍କ ଶରୀରରେ କରିଥାନ୍ତି ।ଏବଂ ସବୁ ପେଣ୍ଟିଂ ସେ ୟୁଭି ପେଣ୍ଟ ରେ କରନ୍ତି ।ଯାହାଫଳରେ ତାଉପରେ ବ୍ଲାକ ଲାଇଟ ପଡିଲେ ସେଥିରୁ ଚମକ୍ ବାହାରିବ ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments