ଆଜିକାଲିର ଫ୍ୟାଶନ୍ ଉପରେ ଯୁବତୀମାଙ୍କର ବେଶ ଧ୍ୟାନ ରହିଛି ।ଯେମିତି ଏବେ ମ୍ୟାକ୍ସି ଡ୍ରେସକୁ ନେଇ ଯୁବତୀମାନେ ବହୁତ ପସନ୍ଦ କରୁଛନ୍ତି । ଏହା କମ୍ଫଟେବୁଲ ହେବା ସହ ଷ୍ଟାଇଲ ଲୁକ ମଧ୍ୟ ଦେଇଥାଏ। କିନ୍ତୁ କମ୍ ଉଚ୍ଚତା ଥିବା ଯୁବତୀମାନେ ପିନ୍ଧିବା ପୂର୍ବରୁ କିଛି କଥା ଉପରେ ଧ୍ୟାନ ଦେବା ଜରୁରୀ ଥାଏ ।ନଚେତ ଲୁକ ଖରାପ ହେବା ସହ…