ନିଜକୁ ଫିଟ ଓ ସୁସ୍ଥ ରଖିବା ପାଇଁ ସମସ୍ତେ ନିଜ ଜୀବନରେ କିଛି ନା କିଛି ଉପାୟ କରିଥାନ୍ତି । କିଏ ଜିମ୍ ଯାଏତ କିଏ ଡାଇଟିଂ କରେ । କିନ୍ତୁ ଆପଣମାନେ ଜାଣନ୍ତିକି ନିଜକୁ ଫିଟ ଓ ସୁସ୍ଥ ରଖିବା ପାଇଁ ଏମିତି କିଛି ଜୁସ୍ ରହିଛି ଯାହା ପିଇବା ଦ୍ବାରା ଆମର ବହୁତ ଉପକାର ହୋଇଥାଏ । ସେ ମଧ୍ୟରୁ କଲରା ଏମିତି ଏକ ଜୁସ୍ ଯାହାକୁ କି ନ…