ଆସିଲା ନୂଆ ଟେକନୋଲୋଜି ହାତ ଘଣ୍ଟାରେ ହବ ଡିଜିଟାଲ ପେମେଣ୍ଟ
ବର୍ତ୍ତମାନର କରୋନା ମହାମାରୀ ସମୟରେ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆଉ ଏକ ଉତ୍ତମ ଚେଷ୍ଟା କରାଯାଇଛି ।ତାହା ହେଲା ଯୋଗାଯୋଗହୀନ ଦେୟ ।
ଏହାକୁ ଦେଶର ଦୁଇ ପ୍ରମୁଖ ସଂସ୍ଥା ଯଥା ଟାଇଟାନ୍ କଂପାନି ଲିମିଟେଡ଼ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପରସ୍ପର ସହ ହାତ ମିଳାଇଛନ୍ତି ।
ଏସବିଆଇ ୟୋନୋର ଶକ୍ତିକୁ ବ୍ୟବହାର କରି ଟାଇଟାନ୍ ପକ୍ଷରୁ ଉଭୟ ପୁରୁଷ ଓ ମହିଳାମାନଙ୍କ ପାଇଁ ହାତ ଘଣ୍ଟା ତିଆରି କରିଛନ୍ତି ।
ଯାହା ଦ୍ବାରା ସେମାନେ ଯୋଗାଯୋଗହୀନ ପେମେଣ୍ଟ କରିପାରିବେ ଓ ଏହା ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ କୌଣସି ପିନ ଦରକାର ପଡିବ ନାହିଁ ।
ଏଥିରେ ଟାପି ଟେକ୍ନୋଲୋଜିର ନିଅର-ଫିଲଡ କମ୍ୟୁନିକେସନ ପ୍ରଯୁକ୍ତିକୁ ବ୍ୟବହାରକରି କରାଯାଇଛି ।
ଏହା ପୁରୁଷଙ୍କ ପାଇଁ ତିନି ପ୍ରକାର ଓ ମହିଳାଙ୍କ ପାଇଁ ଦୁଇ ପ୍ରକାର ଷ୍ଟାଇଲ୍ ର ହାତ ଘଣ୍ଟା ପ୍ରସ୍ତୁତି କରାଯାଇଛି ଏବଂ ଏହାର ମୂଲ୍ୟ ୨୯୯୫ ଟଙ୍କା ଓ ୫୯୯୫ ଟଙ୍କା ରଖାଯାଇଛି ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments