ସବୁଠାରୁ ଛୋଟ ଦ୍ବୀପ
ଦୁନିଆରେ ଏପରି ଏମିତି ଦେଶ ରହିଛି ଯାହା ଛୋଟ ବଡ଼ ଦ୍ବୀପ ସହିତ ମିଶିଯାଇଛି । ଏପରିତ ଦେଖିବାକୁ ଗଲେ ଇଣ୍ଡୋନେସିଆ ଦୁନିଆର ସବୁଠାରୁ ବଡ଼ ଦ୍ବୀପର ଦେଶ ।ମାତ୍ର ଦୁନିଆର ସବୁଠାରୁ ଛୋଟ ଦ୍ବୀପ ଦେଶର ନାମ ମହାସାଗରରେ ସ୍ଥିତ ନାଉରୁ ।
Photo by Marijana Petrovic on Unsplash
ଦ୍ବୀପ ଯାହା ପାଣି ଭିତରର ଏକ ସ୍ୱତନ୍ତ୍ର ସ୍ଥାନକୁ କୁହାଯାଏ । ଚାରିପଟୁ ଘେରି ରହିଥିବା ଏକ ଭୂ-ଭାଗ ।ପ୍ରାୟ ୨୧ ର୍ବଗ
କିଲୋମିଟର ବିସ୍ତାରରେ ରହିଛି ସବୁଠାରୁ ଛୋଟ ସ୍ୱତନ୍ତ୍ର ଗଣତନ୍ତ୍ର ରାଷ୍ଟ୍ର ,ଯାହାର କୌଣସି ରାଜଧାନୀ ନାହିଁ ।
ନାଉରୁକୁ ପ୍ରସନ୍ନ ଦ୍ବୀପ ମଧ୍ୟ କୁହାଯାଏ ।
କାରଣ ଏହିଠାରେ ଲୋକମାନେ ଆରମ୍ ଓ ସୁଖ ଶାନ୍ତିରେ ନିଜର ଜୀବନ ଅତିବାହିତ କରିଥାନ୍ତି ।
୨୦୧୮ର ଜନଗଣନା ଅନୁଯାୟୀ ଏହି ଦେଶରେ ପାଖାପାଖି ପ୍ରାୟ ୧୧ ହଜାର ଲୋକସଂଖ୍ୟା ଥିଲେ ।
ଏକ ରିପୋର୍ଟ ଅନୁଯାୟୀ ୨୦୧୧ରେ ଏଠାକୁ ମାତ୍ର ୨୦୦ ଲୋକ ବୁଲିବା ପାଇଁ ଆସିଥିଲେ ।
ଏହାସହ ଏଠାରେ ନଡ଼ିଆ ମଧ୍ୟ ଖୁବ ଉତ୍ପାଦନ ହୁଏ ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ
ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments