ଛତୁ ଏମିତି ଯିଏ ଆଲୋକ ପ୍ରଦାନ କରେ
ସାଧାରଣତଃ ଆମେ ବହୁତ ପ୍ରକାରର ଛତୁ ଦେଖିଥାଉ ଓ ଶୁଣି ମଧ୍ୟ ଥାଉ ।କିନ୍ତୁ ଆଲୋକ ପ୍ରଦାନ କରୁଥିବା ଛତୁ ଶୁଣିବା ଟିକେ ଅବିଶ୍ଵସଣୀୟ ।କିନ୍ତୁ ଅବିଶ୍ଵସଣୀୟ ହେଲେବି ଏହା ସତ୍ୟ ଅଟେ ।
Photo by Mathew Schwartz on Unsplash
ନିକଟରେ ଏହି ଆଲୋକ ପ୍ରଦାନ କରୁଥିବା ଛତୁକୁ ଦେଖିବାକୁ ମିଳିଛି । ଏହାକୁ ବୟୋ- ଲ୍ୟୁମାଏସେଣ୍ଟ କୁହାଯାଏ ।
ଏହି ଦୁର୍ଲ୍ଲଭ ଆଲୋକ ପ୍ରଦାନ କରୁଥିବା ଛତୁକୁ ଗୋଆର ଜଙ୍ଗଲରେ ଦେଖାଯାଇଛି ।
ଏହା ରାତ୍ରିର ଅନ୍ଧାରରେ ହାଲକା ନୀଳ- ସବୁଜ ରଙ୍ଗରେ ଚମକୁ ଥିବାର ଦେଖିବାକୁ ମିଳିଛି ।
ଆଲୋକ ପ୍ରଦାନ କରୁଥିବା ଏହି ଛତୁ ଗୋଆର ମାଡ଼େ ବନ୍ୟଜନ୍ତୁ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ।
ଏହି ଅଭୟାରଣ୍ୟ ଗୋଆର ପଶ୍ଚିମ ଘାଟରେ ରହିଛି ।
ଦିନ ସମୟରେ ଏହି ଛତୁ ଦେଖିବାକୁ ଅନ୍ୟ ଛତୁ ପରି ସାଧାରଣ କିନ୍ତୁ ରାତ୍ରି ହେଲେ ଏହା ଆପେ ଆପେ ଆଲୋକିତ ହୁଏ ।
ବନ୍ୟ ଜୀବ ବିଶେଷଜ୍ଞଙ୍କ ମତରେ ଏହି ପ୍ରଜାତିର ଛତୁକୁ ମାଇସେନା ଜେନସ୍ କୁହାଯାଏ । ଯାହା ରାତ୍ରି ସମୟରେ ହାଲକା ଆଲୋକ ପ୍ରଦାନ କରିଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments