ମଡେଲ୍ ଭାଲୁ
ମୋଟା ପତଳା ଠାରୁ ଆରମ୍ଭକରି କଳା, ଗୋରା ଏମିତି କି ଅଜବ ମଡେଲ୍ ଦେଖିବାକୁ ମିଳେ ବା ଶୁଣିବାକୁ ମିଳିଥାଏ ।କିନ୍ତୁ ଏବେ ପ୍ରାଣୀମାନେ ବି ମଡେଲିଂ କଲେଣି ।ନିକଟରେ ଏବେ ଏକ ବିରାଟ ଭାଲୁ ମଡେଲ୍ ର ଫୋଟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛି ।ଏହି ମଡେଲ୍ ଭାଲୁର ନା ହେଉଛି ଷ୍ଟେପାନ୍ ।
Photo by Dan Bolton on Unsplash
ଏହାର ବୟସ ହେଉଛି ୨୮ ବର୍ଷ ।ଏହା ଦେଖିବକୁ ମାଟିଆ ରଙ୍ଗର ଓ ଏହା ରୁଷିଆର ଅଟେ ।
ଏହି ବିରାଟ କାୟ ଭାଲୁର ମା' ଛୋଟ ବେଳେ ତାକୁ ଛାଡି ଚାଲିଯାଇଥିଲା ।ଶ୍ବେତଲାନା ଓ ୟୁରି ପାଣ୍ଟେଲିଙ୍କୋ ନାମକ ଦମ୍ପତି ତାକୁ ପୋଶ୍ୟଭାବରେ ଗ୍ରହଣ କଲେ ।ଆଉ ବେଶ ଯତ୍ନରେ ପାଳିଲେ ।
ଏବେ ସେ ଆକାର ରେ ବିରାଟକାୟ ପାଲଟିଛି ।କିନ୍ତୁ ଷ୍ଟେପାନ୍ ଭାରି ସ୍ନେହି ଓ ମଣିଷ ଙ୍କୁ ବହୁତ ଭଲ ପାଏ ।ରୁଷିଆର ପ୍ରସିଦ୍ଧି ଫୋଟଗ୍ରାଫର ମିଲା ଦାନୋଭା ,ଷ୍ଟେପାନ୍ ସମ୍ପର୍କରେ ଜାଣିବା ପରେ ତାକୁ ମଡେଲ୍କରିବାକୁ ଚାହିଁଲେ ।
ଏବେ ପୃଥିବୀର ବିଭିନ୍ନ ସ୍ଥାନରୁ ମଡେଲ୍ ଆସୁଛନ୍ତି ଷ୍ଟେପାନ୍ ସହ ଫୋଟ ଶୁଟି କରିବାପାଇଁ ।ତାଙ୍କ ଶୁଟ୍ ଗୁଡିକ ସାଧରଣତଃ ଫେୟାରି ଟେଲ କାହାଣୀ ଉପରେ ଆଧାରିତ ।
ଷ୍ଟେପାନ୍ ମଡେଲଙ୍କ ସହ ଖୁବ ସହଜତାର ସହ ଫଟୋଶୁଟ କରିଥାଏ ।ଆଉ ସେଗୁଡିକ ଦେଖିଲେ ଲାଗେ ପରି ରାଇଜର କାହାଣୀ ଭଳି ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments