ଅନେକ ପ୍ରକାର ଆର୍ଟ ବିଷୟରେ ଜାଣିଥିବା କିନ୍ତୁ କାଗଜ ତିଆରି ଥ୍ରୀଡ଼ି ଆର୍ଟ ଟିକେ ଭିର୍ନ ବା ନିଆରା ଅଟେ । ଇଲୁ ଷ୍ଟ୍ରେଟରଲିସା ଲୟଡ଼ ଜଣେ ଲଣ୍ଡନ ଡିଜାଇନର, ଓ ଆନିମେଟର । ସେ କାଗଜରେ ତିଆରି କରିଛନ୍ତି ଅନେକ ଥ୍ରୀଡ଼ି ଆର୍ଟ ।

ବିଭିନ୍ନ ପ୍ରକାରର ରଙ୍ଗୀନ କାଗଜକୁ କାଟି ତିଆରି କରିନ୍ତି ରଙ୍ଗୀନ ଚଢେଇ ,ପ୍ରଜାପତି ତଥା ବହୁରୂପୀ ଏଣ୍ଡୁଅ ଓ ଅନେକ କିତପଟଙ୍ଗ ।
ଏସବୁକୁ ଶିଖିବା ପାଇଁ ସେ ପ୍ରକୃତି କୋଳରୁ ପ୍ରେରଣା ପାଇଛନ୍ତି ।ସବୁଦିନର କମ୍ପୁଟର କାମରୁ ଦୁରେଇ ରହି ସେ ଏହି କାମ ଆରମ୍ଭ କରିଥିଲେ ।ଏବଂ ତାଙ୍କୁ ଏଥିରୁ ବହୁତ ଆତ୍ମା ତୃପ୍ତି ମିଳିଥାଏ ।
        
                                   
PhotobyCarolina Garcia Tavizon on Unsplash

ପ୍ରଥମେ ସେ ୨ଡି ପେପର ଆର୍ଟ କରିଥିଲେ ଓ ତାପରେ ସେ ଆର୍ଚିଷ୍ଟଙ୍କର ଏକ ଗ୍ଲୋବାଲ ଟିମ ପେପର ଆର୍ଚିଷ୍ଟ କଲେକ୍ଟିଭର ମେମ୍ବର ହେବାର ସୁଯୋଗ ପାଇଲେ ଓ ସେଠାରେ ସେ ବହୁତ କିଛି ନୂଆ ନୂଆ ଶିଖିବାକୁ ପାଇଲେ ।

ଯାହାଫଳରେ ଏବେ ସେ ଅତି ଚମତ୍କାର ଥ୍ରୀଡ଼ି ଆର୍ଟ କରୁଛନ୍ତି ।ଏବଂ ତାଙ୍କୁ ଗୋଟିଏ ମଡେଲ ତିଆରି କରିବାକୁ ତାଙ୍କୁ ୫ ଦିନ ସମୟ ଲାଗିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ