ଜିବନରେ ଅନେକ ଛୋଟ ବଡ଼ ସମସ୍ୟା ରହିଥାଏ ।କିନ୍ତୁ ସେହି ସମସ୍ୟାର ସହଜ ସମାଧାନ ନିଜ ହାତପହାନ୍ତାରେ ଥାଏ

ସେ  ବିଷୟରେ କିଛି ଟିପ୍ସ୍ : 

କାର କାଚ ସଫା କରିବା ଲାଗି ଯଦି ପାଖରେ ସେପରି କିଛି ଜିନିଷ ନାହିଁ, ତେବେ ପାଣିରେ ଲେମ୍ବୁ ରସ ମିଶାଇ ଖବର କାଗଜ କିମ୍ବା ୱପର ସହାୟତାରେ ପୋଛିଦିଅନ୍ତୁ କାଚ ସଫା ହୋଇଯିବ ।ଲେମ୍ବୁର ଏସିଡରେ କାରର କାଚ ,ଝରକା, ଓ ମିରର ଆଦି ସହଜରେ ସଫା ହୋଇଯାଏ ।

ଓଦା ପାଗରେ ଲୁଣ ପାଣି ହୋଇଯିବା ଏକ ସାଧାରଣ ସମସ୍ୟା ।ସେଥିପାଇଁ ସେଥିରେ କିଛିଟା ଅରୁଆ ଚାଉଳ ଲୁଣ ପାତ୍ରରେ ପକାଇ ଦିଅନ୍ତୁ ,ଲୁଣ ଶୁଖିଲା ରହିବ ।

ପୁସ୍ତକ ଓ ପୋଷକରେ ମେହେନ୍ଦୀ ପତ୍ର ଏବଂ ଶୁଖିଲା ଲଙ୍କା ରଖିବା ଦ୍ବାରା ସେଥିରେ ପୋକ ଲାଗିବେ ନାହିଁ । ପୁସ୍ତକ ଓ ପୋଷାକ ରଖିବା ସ୍ଥାନରେ ୫-୧୦ ଟି ଶୁଖିଲା ମେହେନ୍ଦୀ ପତ୍ର କିମ୍ବା ଲଙ୍କା ରଖିଦିଅନ୍ତୁ ।

ଘରେ ମଶା ହେଉଥିଲେ ବଲଟିରେ ୨ ଚାମଚ ରସୁଣ ରସ ଓ ୨ ଟୋପା ନୀଳଗିରି ତେଲ ପକାଇ ସେଥିରେ ଘର ପୋଛିଲେ ମଶା ହେବେନାହିଁ ।

ଏକାଧିକ ଲେମ୍ବୁ ଘରେ ରଖିଥିଲେ ତାହା ବ୍ୟବହାର ହୋଇନପାରି ଶୁଖିଯାଏ ।ତେଣୁ ଲେମ୍ବୁକୁ ସତେଜ ରଖିବା ଲାଗି ଏହା ଚାରିପଟେ ରାଶି ତେଲ ଲଗାଇଲେ ଏହା ସୁଖୀ ନଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ