ଜାପାନରେ ଏକ ଦ୍ବୀପ ଅଛି , ଯାହାର ନାଁ ହେଉଛି "ଓକିନୋସିମା"। ଯେଉଁ ଦ୍ୱୀପ ସହ ରହିଛି ଅନେକ ରୋଚକ ତଥ୍ୟ। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଦ୍ବୀପକୁ ମହିଳା ମାନଙ୍କୁ ଆସିବା ମନା ଏବଂ କଡ଼ା ନିୟମ ଭିତରେ ଯାତାୟତ କରିବାକୁ ହେଇଥାଏ ପୁରୁଷ ମାନଙ୍କୁ।

                                   

Photo by Ingo Joseph from Pexels

ଏକା ସାଥିରେ କେବଳ ୨୦୦ ପୁରୁଷ ସେଠାକୁ ଯାଇ ପାରିବେ ।
ପ୍ରଥମେ ସେମାନଙ୍କୁ ଉଲଗ୍ନ ହେଇ ସ୍ନାନ କରିବାକୁ ପଡିଥାଏ ଓ ଫେରିଲାବେଳେ ସେଠାରୁ କିଛିବି ଆଣିବାପାଇଁ ସମ୍ପୂର୍ଣ ମନା ଥାଏ । ଏପରିକି ସେମାନେ କାହାକୁ କହିବେ ନାହିଁ ଯେ ସେମାନେ କେବେ ସେଠାକୁ ଯାଇଥିଲେ ବୋଲି ।

ଏହି ଦ୍ବୀପ ହେଉଛି ୭୦୦ ବର୍ଗ ମିଟରର ଯାହା ନବମ ଶତାବ୍ଦୀ ପର୍ଯ୍ୟନ୍ତ କୋରିଆ ଆଉ ଚାଇନା ମଧ୍ୟରେ ବାଣିଜ୍ୟର କେନ୍ଦ୍ରବିନ୍ଦୁ ଥିଲା ।

ଏଠାରେ ଏକ ଦେବୀ ମନ୍ଦିର ମଧ୍ୟ ଅଛି ଯେଉଁଠି ସମୁଦ୍ର ଦେବୀଙ୍କୁ ପୂଜା କରାଯାଏ । ଧାର୍ମିକ ଦୃଷ୍ଟିରୁ ଏହି ଦ୍ବୀପକୁ ଅତି ପବିତ୍ର ମନାଯାଏ ଓ ଅନେକ ନିୟମ ମାନ ମଧ୍ୟ ପାଳନ କରାଯାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ