ଜାପାନର ଟ୍ରାନ୍ସପରେଣ୍ଟ ଟଏଲେଟ
ଅନେକ ସମୟରେ ଆମେ ବାହାରକୁ ବୁଲିଗଲା ବେଳେ ସର୍ବସାଧାରଣଙ୍କ ପାଇଁ ଥିବା ପାଇଖାନାକୁ ବ୍ୟବହାର କରିଥାନ୍ତି।
କିନ୍ତୁ ପ୍ରାୟ ଦେଖାଯାଇଥାଏ ଯେ ସେହି ପାଇଖାନା ଗୁଡିକ ମଧ୍ୟରୁ ଅନେକ ଅପରିଷ୍କାର ହେଇଥାଏ ଆଉ ଦୁର୍ଗନ୍ଧ ଦେଇଥାଏ।
ଆମେ ତାହା କେବଳ ପାଇଖାନା ଭିତରକୁ ଗଲେ ହିଁ ଜାଣିପାରନ୍ତି।
ହେଲେ ଜାପାନର ରାଜଧାନୀ 'ଟୋକିଓ'ର କିଛି ପାର୍କରେ ଏମିତି କିଛି ପାଇଖାନା ର କରାଯାଇଛି ଯାହାକୁ ବାହାରୁ ଥାଇ ମଧ୍ୟ ଭିତରର ଅବସ୍ଥା ଦେଖିହେବ। ଯାହାଦ୍ୱାରା ଆପଣ ନିଶ୍ଚିତ ହେଇଯିବେ ଯେ ସେଇ ପାଇଖାନାର ବ୍ୟବହାର କରିବେ ନା ନାହିଁ।
ସବୁଠୁ ମଜାର କଥା ଆପଣ ସେହି ପାଇଖାନା ବ୍ୟବହାର କରୁଥିବା ସମୟରେ ବାହାରୁ କେହି ଆପଣଙ୍କୁ ଦେଖିପାରିବେ ନାହିଁ।
ଏହି ଟ୍ରାନ୍ସପରେଣ୍ଟ ଟଏଲେଟ ର କାନ୍ଥର କାଚ ଗୁଡିକର ଡିଜାଇନ କରିଛନ୍ତି ଆର୍କିଟେକ୍ଟ "ସିଗେରୁ ବେନ"।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

0 Comments